Jump to content

ଧ୍ୟାତବ୍ୟ

ଉଇକିଅଭିଧାନ‌ରୁ

ଧ୍ୟାତବ୍ୟ

ଉଚ୍ଚାରଣ

[ସମ୍ପାଦନା]
(ଧ୍ୟାତବ୍ୟା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ଧ୍ୟୈ ଧାତୁ+ କର୍ମ ତବ୍ୟ)

[ସମ୍ପାଦନା]
୧. ଚିନ୍ତିତବ୍ୟ; ଚିନ୍ତନୀୟ —୧. Fit to be meditated upon.
୨. ସ୍ମରଣୀୟ —୨. To be remembered.
୩. ଆଲୋଚନୀୟ —୩. To be discussed.
୪. କଳ୍ପନୀୟ —୪. Imaginable.