Jump to content

ଧ୍ୟାତା

ଉଇକିଅଭିଧାନ‌ରୁ

ଧ୍ୟାତା

ଉଚ୍ଚାରଣ

[ସମ୍ପାଦନା]
(ଧ୍ୟାତ୍ରୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଧ୍ୟୈ ଧାତୁ+ କର୍ତ୍ତୃ. ତୃ; ୧ମା. ୧ବ)

[ସମ୍ପାଦନା]

ଧ୍ୟାନକାରୀ —Engaged in meditation or contemplation.

ସଂସ୍କୃତ - ବିଶେଷଣ - ସ୍ତ୍ରୀ (ଧ୍ୟାତ+ ଆ)

[ସମ୍ପାଦନା]

ଧ୍ୟାତର ସ୍ତ୍ରୀଲିଙ୍ଗ — Feminine of Dhyāta.