ଧ୍ୟାନନିଷ୍ଠ
ଦେଖଣା
ଧ୍ୟାନନିଷ୍ଠ
ଉଚ୍ଚାରଣ
[ସମ୍ପାଦନା](ଧ୍ୟାନନିଷ୍ଠା—ସ୍ତ୍ରୀ)
ଧ୍ୟାନ ତତ୍ପର, ଧ୍ୟାନ ପର, ଧ୍ୟାନ ନିରତଅନ୍ୟରୂପ
ଧ୍ୟାନ ନିଷ୍ଠତା, ଧ୍ୟାନ ନିଷ୍ଠାବିଶେଷ୍ୟ -
ସଂସ୍କୃତ - ବିଶେଷଣ - ପୁଂ. (ବହୁବ୍ରୀହି; ଧ୍ୟାନ+ ନିଷ୍ଠା)
[ସମ୍ପାଦନା]- ୧. ଧ୍ୟାନରେ ଏକାଗ୍ର ଚିତ୍ତ —୧. Given to meditation; contemplative.
- ୨. ଧ୍ୟାନରେ ଯେ ଏକାଗ୍ର ଭାବରେ ବୁଡ଼ି ଯାଇଅଛି —୨. Absorbed in meditation; lost in thought.