Jump to content

ଧ୍ୟାନମଗ୍ନ

ଉଇକିଅଭିଧାନ‌ରୁ

ଧ୍ୟାନମଗ୍ନ

ଉଚ୍ଚାରଣ

[ସମ୍ପାଦନା]
(ଧ୍ୟାନମଗ୍ନା—ସ୍ତ୍ରୀ) 

(ଧ୍ୟାନମଗ୍ନତା—ବି)

(ଧ୍ୟାନରତ—ଅନ୍ୟରୂପ)

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (୭ମୀ ତତ୍; ଧ୍ୟାନ+ ମଗ୍ନ)

[ସମ୍ପାଦନା]

ଧ୍ୟାନରେ ଏକାନ୍ତ ରତ; ଯେଉଁ ବ୍ୟକ୍ତିର ଚିତ୍ତ— ବୃତ୍ତି କୌଣସି ବିଷୟରେ ଏକାଗ୍ର ଭାବରେ ମଜ୍ଜି ଯାଇଅଛି —Lost or absorbed in meditation.