Jump to content

ଧ୍ୟାନସ୍ଥ

ଉଇକିଅଭିଧାନ‌ରୁ

ଧ୍ୟାନସ୍ଥ

ଉଚ୍ଚାରଣ

[ସମ୍ପାଦନା]
(ଧ୍ୟାନସ୍ଥା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ଧ୍ୟାନ+ ସ୍ଥା ଧାତୁ+ କର୍ତ୍ତୃ. ଅ)

[ସମ୍ପାଦନା]

ଧ୍ୟାନରେ ବୁଡ଼ି ଯାଇଥିବା; ଧ୍ୟାନମଗ୍ନ — Absorbed in contemplation.