Jump to content

ଧ୍ୟାନିବୁଦ୍ଧ

ଉଇକିଅଭିଧାନ‌ରୁ

ଧ୍ୟାନିବୁଦ୍ଧ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (କର୍ମଧା; ଧ୍ୟାନିନ୍+ ବୁଦ୍ଧ)

[ସମ୍ପାଦନା]

ଧ୍ୟାନମଗ୍ନ ବୁଦ୍ଧଦେବଙ୍କ ମୂର୍ତ୍ତି — The image of the Buddha in the pose of meditation.

[ଦ୍ରଷ୍ଟବ୍ୟ —ଧ୍ୟାନିବୁଦ୍ଧଙ୍କର ଉନ୍ୱୀଳିତଚକ୍ଷୁଃ, ପଦ୍ମାସନ, କୃତକରସଂପୁଟ ରୂପ କଳ୍ପିତ ହୁଏ]