Jump to content

ଧ୍ୟାନୀ

ଉଇକିଅଭିଧାନ‌ରୁ

ଧ୍ୟାନୀ

ଉଚ୍ଚାରଣ

[ସମ୍ପାଦନା]
(ଧ୍ୟାନି—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ଧ୍ୟାନ+ଅଛି ଅର୍ଥରେ ଇନ୍; ୧ମା ୧ବ)

[ସମ୍ପାଦନା]
୧. ଧ୍ୟାନମଗ୍ନ —୧. Engaged in contemplation.
୨. ସମାଧିସ୍ଥ —୨. Forgetful of one's existince, being absorbed in contemplation.