ଧ୍ୟାନ କରିବା
ଦେଖଣା
ଧ୍ୟାନ କରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଧ୍ୟାନ କରିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. କୌଣସି ବିଷୟ ସମ୍ୱନ୍ଧେ ଏକାଗ୍ର ଚିନ୍ତା କରିବା —୧. To meditate upon a matter.
- ୨. ଖିଆଲ କରିବା; ହେଜିବା; ସ୍ମରଣ କରିବା — ୨. To recollect; to remember.