Jump to content

ଧ୍ୟାନ ଗମ୍ୟ

ଉଇକିଅଭିଧାନ‌ରୁ

ଧ୍ୟାନ ଗମ୍ୟ

ଉଚ୍ଚାରଣ

[ସମ୍ପାଦନା]

(ଧ୍ୟାନ ସାଧ୍ୟ—ଅନ୍ୟରୂପ)

(ଧ୍ୟାନଗମ୍ୟା—ସ୍ତ୍ରୀ) 

(ଧ୍ୟାନଗମ୍ୟତା—ବି)

ସଂସ୍କୃତ - ବିଶେଷଣ - ପୁଂ. (୩ୟା ତତ୍; ଧ୍ୟାନ+ ଗମ୍ୟ)

[ସମ୍ପାଦନା]

ଧ୍ୟାନଦ୍ୱାରା ପାଇବା ଯୋଗ୍ୟ; ଯାହା ଧ୍ୟାନଦ୍ୱାରା ଲାଭ କରାଯାଏ ପାରେ — Attainable by meditation only.