Jump to content

ଧ୍ୟାନ ଧାରଣା

ଉଇକିଅଭିଧାନ‌ରୁ

ଧ୍ୟାନ ଧାରଣା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ସହଚର; ଧ୍ୟାନ+ ଧାରଣା)

[ସମ୍ପାଦନା]
୧. ଏକାଗ୍ର ଚିନ୍ତା — ୧. Deep meditation.
୨. (ମ. ପ. ଲୋ) କଳ୍ପନାଦ୍ୱାରା ହୃଦ୍ଦର୍ପଣରେ ପ୍ରତି— ଫଳିତ ଭାବରାଜି —୨. Mental impression resulting from imagination.