Jump to content

ଧ୍ୟାନ ଭଗ୍ନ

ଉଇକିଅଭିଧାନ‌ରୁ

ଧ୍ୟାନ ଭଗ୍ନ

ଉଚ୍ଚାରଣ

[ସମ୍ପାଦନା]
(ଧ୍ୟାନଭଗ୍ନା—ସ୍ତ୍ରୀ) 

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହି; ଧ୍ୟାନ+ ଭଗ୍ନ)

[ସମ୍ପାଦନା]

ଯାହାର ଧ୍ୟାନରେ ବ୍ୟାଘାତ ପଡ଼ିଅଛି — Disturbed during one's meditation.

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଧ୍ୟାନ ଭଙ୍ଗ)

[ସମ୍ପାଦନା]

ଧ୍ୟାନ ଭଙ୍ଗ (ଦେଖ) - Dhyāna-bhaṅga (See)