Jump to content

ଧ୍ୟାନ ଯୋଗ

ଉଇକିଅଭିଧାନ‌ରୁ

ଧ୍ୟାନ ଯୋଗ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ; ଧ୍ୟାନ ପ୍ରଧାନ ଯୋଗ; ଧ୍ୟାନ+ ଯୋଗ)

[ସମ୍ପାଦନା]
୧. ଧ୍ୟାନଦ୍ୱାରା ଯେ ଗସାଧନ ପ୍ରକ୍ରିୟା; ଯେଉଁ ଯୋଗରେ ଧ୍ୟାନହିଁ ପ୍ରଧାନ ଅଙ୍ଗ ଅଟେ — ୧. Profound meditation or absorption as the principal step of; J̄oga exercise.
୨. ତାନ୍ତ୍ରିକ କ୍ରିୟାବିଶେଷ; ଯହିଁରେ ମନରେ କୌଣସି ଆକୃତି କଳ୍ପନା କରି ଶତ୍ରୁର ନାଶ କରାଯାଏ (ହିନ୍ଦୀ - ଶ.) — ୨. A Tantric process for killing for killing an enemy by meditating upon a certain imaginnary form.