ଧ୍ୟାମ
ଦେଖଣା
ଧ୍ୟାମ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଧ୍ୟୈ ଧାତୁ+କର୍ମ ମ)
[ସମ୍ପାଦନା]- ୧. ଗନ୍ଧତୃଣ; ଧନିତ୍ରୀ; ରୋହିସ ତୃଣ —୧. Lemon grass.
- ୨. ଦଅଣା ଗୁଳ୍ମ (ଦେଖ) - ୨. Da-aṇā plant (See)
ସଂସ୍କୃତ - ବିଶେଷଣ -
[ସମ୍ପାଦନା]- ୧. କୃଷ୍ଣବର୍ଣ୍ଣ —୧. Black.
- ୨. ଅପରିଷ୍କୃତ; ମଳିଆ —୨. Unclean; dirty (Apte).
- ୩. କଳଙ୍କିତ —୩. Soiled (Apte).