Jump to content

ଧ୍ୟେୟ

ଉଇକିଅଭିଧାନ‌ରୁ

ଧ୍ୟେୟ

ଉଚ୍ଚାରଣ

[ସମ୍ପାଦନା]
(ଧ୍ୟେୟା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ଧ୍ୟୈ ଧାତୁ+କର୍ମ ଯ)

[ସମ୍ପାଦନା]
୧. ଧ୍ୟାନର ଯୋଗ୍ୟ; ଚିନ୍ତନୀୟ — ୧. Fit for being meditation upon.
୨. ସ୍ମରଣୀୟ —୨. Thinkable; memorable.