ଧ୍ୱଂସାବଶେଷ
ଭଗ୍ନାବଶେଷ; ଭସ୍ମାବଶେଷ; ବିନଷ୍ଟ ପଦାର୍ଥର ଯେଉଁ ଅଂଶ ନଷ୍ଟ ନ ହୋଇ ରହି ଯାଇ ଥାଏ —The ruins; the remains; the ashes.