Jump to content

ଧ୍ୱଂସିବା

ଉଇକିଅଭିଧାନ‌ରୁ

ଧ୍ୱଂସିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - (ପଦ୍ୟ) କ୍ରି. (ସଂସ୍କୃତ - ଧ୍ୱଂସ୍ ଧାତୁ)

[ସମ୍ପାଦନା]

ବିନାଶ କରିବା — To destroy.

ତାଙ୍କ ହୃଦୟେ ହରି ପଶେ, ସର୍ବ ଅଶୁଭ ଫଳ ଧ୍ୱଂସେ ଜଗନ୍ନାଥ. ଭାଗବତ