Jump to content

ଧ୍ୱଂସୀ

ଉଇକିଅଭିଧାନ‌ରୁ

ଧ୍ୱଂସୀ

ଉଚ୍ଚାରଣ

[ସମ୍ପାଦନା]
(ଧ୍ୱଂସିନୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ—(ଧ୍ୱଂସ୍ ଧାତୁ+କତ୍ତୃ. ଇନ୍; ୧ମା. ୧ବ)

[ସମ୍ପାଦନା]
୧. ଧ୍ୱଂସପ୍ରବଣ; ଯାହାର ଧ୍ୱଂସ ଅନିବାର୍ଯ୍ୟ; ନଶ୍ୱର; ଅଚିରସ୍ଥାୟୀ —୧. Destructible.
୨. ଧ୍ୱଂସକ; ବିନାଶକ — ୨. Destroying; ruining.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ପାର୍ବତ୍ୟ ପୀଲୁଗଛ (ହିନ୍ଦୀ - ଶ) — A kind of Pīlu tree growing on mountains.