Jump to content

ଧ୍ୱଜବାନ୍

ଉଇକିଅଭିଧାନ‌ରୁ

ଧ୍ୱଜବାନ୍

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଧ୍ୱଜ+ ବତ୍; ୧ମା. ୧ବ)

[ସମ୍ପାଦନା]
୧. ପତାକାଦ୍ୱାରା ସୁଶୋଭିତ — ୧. Adorned with flags.
୨. ଚିହ୍ନଯୁକ୍ତ —୨. Having a mark; marked.
୩. ଦାଗୀ ବା ରାଜଦଣ୍ଡପ୍ରାପ୍ତ; ରାଜଦଣ୍ଡର ପ୍ରମାଣସ୍ୱରୂପ ଯାହାର ଦେହରେ ଦାଗ ଦିଆ ଯାଇଥାଏ — ୩. Branded as a convict.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଶୁଣ୍ଡୀ —୧. A distiller or seller of spirituous liquor.
୨. ଦାଗୀ —୨. A previous convict.
୩. ପତାକାବାହାକ —୩. Standard-bearer.
୪. ଯେଉଁ ବ୍ରାହ୍ମଣ ନିଜଦ୍ୱାରା ହତ ହୋଇଥିବା ବ୍ୟକ୍ତିର କପାଳକୁ ଘେନି ପ୍ରାୟଶ୍ଚିତ୍ତାର୍ଥ ତୀର୍ଥକୁ ଯାଏ — ୪. A Brāhmaṇa who carries with him the skull of the man murdered by him to centres of pilgrimage by way of penance.