Jump to content

ଧ୍ୱଜା

ଉଇକିଅଭିଧାନ‌ରୁ

ଧ୍ୱଜା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଧ୍ୱଜ)

[ସମ୍ପାଦନା]
୧. ପତାକା; ଝଣ୍ଡା — ୧. A flag.
୨. ଗର୍ବ —୨. Pride.
୩. ମସ୍ତକର ଶିଖା; ଚୁଟୀ — ୩. A tuft of hair on the head.