ଧ୍ୱଜୀ
ଦେଖଣା
ଧ୍ୱଜୀ
ଉଚ୍ଚାରଣ
[ସମ୍ପାଦନା](ଧ୍ୱଜିନୀ—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଂ—(ଧ୍ୱଜ+ ଅଛି ଅର୍ଥରେ ଇନ୍)
[ସମ୍ପାଦନା]- ୧. ପତାକାବାହକ ୧. Standard bearing; bearing a flag.
- ୨. କପଟୀ; ଭଣ୍ଡ — ୨. Hypocritical; imposter.
- ୩. ସୁରାଭାଜନ ଚିହ୍ନଧାରୀ —୩. Bearing the mark of a liquor vessel.
- ୪. (ସମାସରେ) ଅମୁକକୁ ଚିହ୍ନରୂପେ ଧାରଣ କରିଥିବା — ୪. Having as a mark.
(ଯଥା—ଧର୍ମ ଧ୍ୱଜୀ)
ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ -
[ସମ୍ପାଦନା]- ୧. (ପତାକା ଥିବାରୁ) ରାଜା —୧. King.
- ୨. (ଶିଖର ଥିବାରୁ) ପର୍ବତ —୨. Mountain.
- ୩. (ପତାକା ଥିବାରୁ) ରଥ —୩. Car; chariot.
- ୪. (ଚୂଳ ଥିବାରୁ) ଶିଖୀ; ମୟୁର —୪. Peacock.
- ୫. (ଫଣା ଥିବାରୁ) ସର୍ପ —୫. Serpent.
- ୬. (ଶିଖା ଥିବାରୁ) ବ୍ରାହ୍ମଣ — ୬. A Brāhmaṇa.
- ୭. (ଶିଖା ଥିବାରୁ) ଅଗ୍ନି —୭. Fire.
- ୮. (ମୁଣ୍ଡ ଓ ବେକରେ କେଶଗୁଚ୍ଛ ଥିବାରୁ) ଅଶ୍ୱ — ୮. Horse.
- ୯. ଶୁଣ୍ଡୀ —୯. A distiller; a vintner.