Jump to content

ଧ୍ୱଜ ବଜ୍ରାଙ୍କୁଶ

ଉଇକିଅଭିଧାନ‌ରୁ

ଧ୍ୱଜ ବଜ୍ରାଙ୍କୁଶ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଦ୍ୱନ୍ଦ; ଧ୍ୱଜ+ ବଜ୍ର+ ଅଙ୍କୁଶ)

[ସମ୍ପାଦନା]
୧. ଧ୍ୱଜ, ବଜ୍ର ଓ ଅଙ୍କୁଶ ଚିହ୍ନ; ରାଜଚିହ୍ନବିଶେଷ — ୧. The three paraphernalia of royalty; three royal symbols viz flag; thunder and book.
୨. ବିଷ୍ଣୁଙ୍କର ବା ବିଷ୍ଣୁଅଂଶୀ ବ୍ୟକ୍ତିଙ୍କ ପାଦତଳେ ଥିବା ଚିହ୍ନତ୍ରୟ ୨. The three marks found on the soles of the feet of Bishṇu when He assumes earthly form.