Jump to content

ଧ୍ୱଜ ଭଙ୍ଗ

ଉଇକିଅଭିଧାନ‌ରୁ

ଧ୍ୱଜ ଭଙ୍ଗ

ଉଚ୍ଚାରଣ

[ସମ୍ପାଦନା]

(ଧ୍ୱଜପାତ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଧ୍ୱଜ=ମେତ୍ର+ଭଙ୍ଗ=ଶିଥିଳତା)

[ସମ୍ପାଦନା]

ପୁରୁଷର ଜନନେନ୍ଦ୍ରିୟର ଶିଥିଳତା ଓ ଶକ୍ତି ହୀନତା; ପୁରୁଷତ୍ୱହୀନତା ରୋଗ; କ୍ଳୀବତା — Impotency; inability to beget children.