ଧ୍ୱନନ
ଦେଖଣା
ଧ୍ୱନନ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଧ୍ୱନ୍ ଧାତୁ+ ଅନ)
[ସମ୍ପାଦନା]- ୧. ଶବ୍ଦ କରିବା —୧. Making a sound.
- ୨. (ଅଳଙ୍କାର) ଶବ୍ଦନିଷ୍ଠ ବ୍ୟାପରବିଶେଷ; ବ୍ୟଞ୍ଜନା — ୨. (rhetoric) That power of a word or sentence by virture of which it conveys a sence different from its primary or secondary meaning; suggestive power of a word.
- ୩. ଗୁଣୁ ଗୁଣୁ ଶବ୍ଦ କରିବା — ୩. Buzzing; humming.
- ୪. ଅର୍ଥାଦିର ସୂଚନ —୪. Hinting; suggesting or implying (as a meaning).
- ୫. ଅବ୍ୟକ୍ତ ଉଚ୍ଚାରଣ —୫. Indistinct utterance.