Jump to content

ଧ୍ୱନି

ଉଇକିଅଭିଧାନ‌ରୁ

ଧ୍ୱନି

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ଧ୍ୱନ୍ ଧାତୁ=ଶବ୍ଦ କରିବା+ଭାବ. ଇ)

[ସମ୍ପାଦନା]
୧. ଶବ୍ଦ —୧. Sound; noise.
୨. ରବ; ସ୍ୱର —୨. Tone; note; tune.
୩. କଣ୍ଠ ସ୍ୱର —୩. Voice; cry.
୪. ବାଦ୍ୟ ଯନ୍ତ୍ରର ସ୍ୱର — ୪. Musical note or sound; melody.
୫. (ଅଳଙ୍କାର) ଲକ୍ଷ୍ୟାର୍ଥ, ଚୂଢ଼ାର୍ଥ; ବାକ୍ୟାର୍ଥ ଛଡ଼ା ବ୍ୟଙ୍ଗ୍ୟାର୍ଥ —୫. Implied meaning; a hint.

ଆଶ୍ଳେଷ ଧ୍ୱନି ଶ୍ଳେଷ ଛଳ ବିରୋଧ ରୂପକ ଉତ୍ସାହୀ ଭଞ୍ଜ କୋଟିବ୍ରହ୍ମାଣ୍ଡସୁନ୍ଦରୀ

୬. ପ୍ରତିଧ୍ୱନି —୬. An echo.
୭. ଘଡ଼ଘଡ଼ି ରଡ଼ି; ବଜ୍ର ଧ୍ୱନି —୭. Thunderr clap; the roar of thunder.
୮. ଉତ୍କୃଷ୍ଟ କାବ୍ୟ —୮. A literary work containing passages in which the implied or suggested sense is more striking than the expressed meaning.

[ଦ୍ରଷ୍ଟବ୍ୟ —ଯେଉଁ କାବ୍ୟରେ ବାକ୍ୟାବଳିର ପ୍ରକାଶିତ ଅର୍ଥ ଅପେକ୍ଷା ସୂଚିତ ଅର୍ଥ ବା ଲକ୍ଷଣାର୍ଥ ପ୍ରଧାନ ଅଟେ ତାକୁ ଧ୍ୱନି ବୋଲାଯାଏ]

୯. ଫମ୍ପା ଶବ୍ଦ ମାତ୍ର —୯. A mere empty sound (Apte).

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

(ସଂସ୍କୃତ - ଧ୍ୱନି) ପଙ୍ଗତରେ ବସି ଖାଇବା ସମୟରେ ବୈଷ୍ଣବ ଓ ବାବାଜିମାନଙ୍କର ଏକତ୍ର ଉଚ୍ଚାରଣ କରିବା 'ଜେଜେକାର' ବା ହରିନାମ —A chorus of thanksgiving uttered by B&aline;i̱shṇabas assembled at a feast, before partaking of the meal.