Jump to content

ଧ୍ୱନିତ

ଉଇକିଅଭିଧାନ‌ରୁ

ଧ୍ୱନିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଧ୍ୱନ୍ ଧାତୁ+ କର୍ମ. ତ)

[ସମ୍ପାଦନା]
୧. ଶବ୍ଦିତ — ୧. Sounded.
୨. ଧ୍ୱନିଦ୍ୱାରା ପ୍ରତିପନ୍ନ (ଅର୍ଥ) —୨. Implied; hinted; suggested (meaning)

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. (+ ଭାବ. ତ)—ଶବ୍ଦ —୧. Sound.
୨. ମେଘ ଗର୍ଜନ —୨. The roar or thunder of a cloud (Apte.)