Jump to content

ଧ୍ୱନି କାବ୍ୟ

ଉଇକିଅଭିଧାନ‌ରୁ

ଧ୍ୱନି କାବ୍ୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ. କର୍ମଧା; ଧ୍ୱନି+ କାବ୍ୟ)

[ସମ୍ପାଦନା]

ଉତ୍କୃଷ୍ଟ କାବ୍ୟବିଶେଷ; ଯେଉଁ କାବ୍ୟରେ ବାକ୍ୟାର୍ଥ— ଠାରୁ ବ୍ୟଙ୍ଗ୍ୟାର୍ଥ ବା ଲକ୍ଷଣାର୍ଥ ଅଧିକତର ଚମତ୍କାରଜନକ — A literary composition in which the implied meaning is more excellent or striking than the meaning appering on the face of the words.