Jump to content

ଧ୍ୱନି ବିକାର

ଉଇକିଅଭିଧାନ‌ରୁ

ଧ୍ୱନି ବିକାର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଧ୍ୱନି+ ବିକାର)

[ସମ୍ପାଦନା]

ଶୋକ, ରାଗ, ଭୟ ବା ଅତିରିକ୍ତ କଥନାଦି ଯୋଗୁଁ କଣ୍ଠ— ସ୍ୱରର ବିକୃତି —Hoarseness or loss or change of voice caused by fear, anger, grief or straining.