Jump to content

ଧ୍ୱନି ଯମକ

ଉଇକିଅଭିଧାନ‌ରୁ

ଧ୍ୱନି ଯମକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଅଳଙ୍କାର)

[ସମ୍ପାଦନା]

ଯମକବିଶେଷ — A sort of alliteration.

ଯଥା—ସରସ ରସ ରତ ରସର ସରସତ ଭାଜି ଭାଜି ରକୀବ ତୋଷେ ସାର ସାର ସାରତ ରସାର ସାର ସାତ ମାନ ମାନ ମାନସ ରସେରେ ଅଭିମନ୍ୟୁ, ବିଦଗ୍ଧଚିନ୍ତାମଣି