ଧ୍ୱନ୍ୟନୁକାରୀ
ଦେଖଣା
ଧ୍ୱନ୍ୟନୁକାରୀ
ଉଚ୍ଚାରଣ
[ସମ୍ପାଦନା](ଧ୍ୱନ୍ୟନୁକାରିଣୀ—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଂ. (ଧ୍ୱନି+ ଅନୁକାରିନ୍; ୧ମା. ୧ବ)
[ସମ୍ପାଦନା]- ୧. ଯେ କୌଣସି ଧ୍ୱନି ବା ଶବ୍ଦର ଅନୁକରଣ କରେ —୧. Imitating a particular sound.
- ୨. ଯେଉଁ ଶବ୍ଦ କୌଣସି ଧ୍ୱନିର ଅନୁକରଣରେ ଗଠିତ — ୨. Onomatopoetic; (a word) formed so as to resamble the sound of the thing or matter implied thereby.