ଧ୍ୱନ୍ୟର୍ଥକ
ଯେଉଁ ଶବ୍ଦ ବା ବାକ୍ୟର ଧ୍ୱନିରୁ ତାହାର ଅର୍ଥ ଜଣାପଡ଼େ (ଯଥା—କଟକଟ, ମଟମଟ କେଁ କେଁ, ମେଁ ମେଁ ଇତ୍ୟାଦି) —Onomatopoetic (word or expression)