ଧ୍ୱସ୍ତା ଧ୍ୱସ୍ତି
ଦେଖଣା
ଧ୍ୱସ୍ତା ଧ୍ୱସ୍ତି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଧ୍ୱସ୍ତା ଧ୍ୱସ୍ତି
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଧ୍ୱସ୍ତ)
[ସମ୍ପାଦନା]- ୧. ମରାମରି; ପରସ୍ପରର ପରସ୍ପର— ପ୍ରତି ବଳ ପ୍ରୟୋଗ —୧. Mutual shuffling; affray; mutual onslaught.
- ୨. ମାଡ଼ପିଟ; ଦଙ୍ଗାହେଙ୍ଗାମା —୨. Affray; brawl.
ଦେଶଜ - ବିଶେଷଣ -
[ସମ୍ପାଦନା]ମରାମରି କରୁଥିବା; ପରସ୍ପର ପରସ୍ପରକୁ ଆକ୍ରମଣ କରୁଥିବା —Attacking each other.