Jump to content

ଧ୍ୱାନ୍ତ ନାଶକ

ଉଇକିଅଭିଧାନ‌ରୁ

ଧ୍ୱାନ୍ତ ନାଶକ

ଉଚ୍ଚାରଣ

[ସମ୍ପାଦନା]

(ଧ୍ୱାନ୍ତନାଶକ, ଧ୍ୱାନ୍ତନାଶୀ—ଅନ୍ୟରୂପ)

(ଧ୍ୱାନ୍ତନାଶିକା, ଧ୍ୱାନ୍ତନାଶିନୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ଉପପଦ; ଧ୍ୱାନ୍ତ+ ନାଶକ)

[ସମ୍ପାଦନା]

ଯେ ଅନ୍ଧକାର ନାଶ କରେ — Dissipating darkness.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ସୂର୍ଯ୍ୟ —The sun.