ନଅଣ୍ଟ ଅଣ୍ଟ
ଦେଖଣା
ନଅଣ୍ଟ ଅଣ୍ଟ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଅନଟନ ଓ ପ୍ରାଚୁର୍ଯ୍ୟ — ୧. Insuffcience and sufficience.
ଅନୁବାଦ
[ସମ୍ପାଦନା]ନଅଣ୍ଟ ଅଣ୍ଟ
|
- ୨. ଅନଟନ ଓ ପ୍ରଚୁର ହେବା ଅବସ୍ଥା —୨. The state of being insuffcient and sufficient.
- ୩. ନଅଣ୍ଟ ହେବା ଅବସ୍ଥା —୩. The state of insufficience or want.
(ଯଥା—ନିଜର ସ୍ତ୍ରୀ ହାତରେ ଯେଉଁ ଟଙ୍କା ଟୋକର ରଖିବ, ତାହା ନଅଣ୍ଟ ଅଣ୍ଟା ବେଳେ କାମରେ ଆସିବ)