ନଇଲେ
ଦେଖଣା
ନଇଲେ
ଉଚ୍ଚାରଣ
[ସମ୍ପାଦନା](ନ ହେଲେ—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ଅ. (ସଂସ୍କୃତ - ନୋଚେତ୍)
[ସମ୍ପାଦନା]- ୧. ନୋଚେତ୍ — ୧. Nor.
ଆସିଲେ ଆସଇ ଜୀବ ନଇଲେ ନଆସେ ପ୍ରାଚୀ. ଶ୍ରୀଗୁରୁଭକ୍ତି ଗୀତା
- ୨. ଅନ୍ୟଥା —୨. Otherwise; else.
- ୩. ଅଥବା —୩. Or.
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. (ଅତୀତକାଳ) (ଆଦରାର୍ଥକ ସେ ବା ସେମାନେ)— ଆସିଲେ ନାହି; ଆସି ନାହାନ୍ତି —୧. (he or they) Did not come; have not come.
କଣ୍ଟ କରି କାଲି ରଜନୀ ସଜନି ନାଇଲେ ଗୋ ବଂଶୀଧାରୀ ପ୍ରାଚୀନ ସଙ୍ଗୀତ
- ୨. (ସମ୍ଭାବନାର୍ଥକ) ଯଦି ତୁମ୍ଭେ ମୁଁ ବା ସେ ବା ସେମାନେ ନ ଆସିଲେ —୨. If you or I or he or they do not come.