ନଈ ବାଲି

ଉଇକିଅଭିଧାନ‌ରୁ

ନଈ ବାଲି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ନଦୀ ଓ ବାଲୁକା)[ସମ୍ପାଦନା]

ନଦୀର ବାଲୁକା — Sand of a river.

ବସି ଖାଇଲେ ନଈ ବାଲି ସରେ—ପ୍ରବଚନ