ନକଡ଼ ଛକଡ଼
ଦେଖଣା
ନକଡ଼ ଛକଡ଼
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଗୋଳମାଳ; ଅଡ଼ୁଆ — Confusion; complication.
ଆମ୍ଭମାନଙ୍କ ହୁଣ୍ଡାହୁଣ୍ଡୀ କଥା ସେହିପରି, ନକଡ଼ ଛକଡ଼ ନାହିଁ ଫକୀର ମୋହନ. ଛଅମାଣ ଆଠଗୁଣ୍ଠ
ଦେଶଜ - ବିଶେଷଣ -
[ସମ୍ପାଦନା]ନକଡ଼ା ଛକଡ଼ା (ଦେଖ) - Nakaṟḍ̠ā chhakaṟḍ̠ā (See).