ନକୁଟି

ଉଇକିଅଭିଧାନ‌ରୁ

ନକୁଟି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ଶାଖାଶ୍ରୟୀ ବର୍ଗର ପକ୍ଷିବିଶେଷ — The martin; Cotyle Sinensis.୩

[ଦ୍ରଷ୍ଟବ୍ୟ —ଏମାନେ ୫\୬: ଆଙ୍ଗୁଳ ଦୀର୍ଘ; ପକ୍ଷ ଖଇରା; ନଈର ଅତଡ଼ାରେ ଦଳ ଦଳ ହୋଇ ବସା କରନ୍ତି]