Jump to content

ନଖକୋଣୀ

ଉଇକିଅଭିଧାନ‌ରୁ

ନଖକୋଣୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - —(ନଖ+ କୋଣ+ ଈ)

[ସମ୍ପାଦନା]

ନଖର କୋଣବୃଦ୍ଧି ରୋଗ; କଣନଖା; ନଖଶୂଳ —A disease in which the nails increase and pierce the skin, giving excruciating pain; whitlow.