ନଗଦ କାରବାର

ଉଇକିଅଭିଧାନ‌ରୁ

ନଗଦ କାରବାର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ନଗଦ ଖରିଦ ବିକ୍ରି, ନଗଦ ନେଣଦେଣ, ନଗଦ ବେଭାର, ନଗଦ ସଉଦାଅନ୍ୟରୂପ

ବୈଦେଶିକ - ବିଶେଷ୍ୟ -[ସମ୍ପାଦନା]

ନଗଦ ଟଙ୍କା ଦିଆନିଆ ହୋଇ କରାଯିବା କ୍ରୟବିକ୍ରୟ — Cash transaction; transaction made with payment in ready money.