Jump to content

ନଗୌକାଃ

ଉଇକିଅଭିଧାନ‌ରୁ

ନଗୌକାଃ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ନଗ+ଓକସ୍=ଗୃହ ହା ସ୍ଥାନ; ନଗୌକସ୍; ୧ମା. ୧ବ)

[ସମ୍ପାଦନା]

ପର୍ବତବାସୀ — Living in mountains.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ପକ୍ଷୀ —୧. Bird.
୨. ସିଂହ —୨. Lion.
୩. ବନ୍ୟ ଜନ୍ତୁ —୩. Wild animals.
୪. କାକ —୪. Crow.
୫. ବାନର; ମାଙ୍କଡ଼ (ପ୍ରକୃତିବାଦ) — ୫. Monkey.
୬. ସରଭ; ପୁରାଣୋକ୍ତ କାଳ୍ପନିକ ଅଷ୍ଟପଦୀ ଜନ୍ତୁବିଶେଷ — ୬. A mythological animal said to have eight legs.