ନଗ୍ନିକା
ଦେଖଣା
ନଗ୍ନିକା
ଉଚ୍ଚାରଣ
[ସମ୍ପାଦନା]ଗ୍ରାମ୍ୟ - ବିଶେଷଣ - (ସଂସ୍କୃତ - ଲଗ୍ନିକ)
[ସମ୍ପାଦନା]ନିକଟ ସମ୍ପର୍କରେ ସମ୍ପର୍କିତ (ବ୍ୟକ୍ତି) — Closely related (person).
ନଗ୍ନିକା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ନଗ୍ନକ+ସ୍ତ୍ରୀ. ଆ)
[ସମ୍ପାଦନା]- ୧. ନିର୍ଲଜ୍ଜା ବିବସ୍ତ୍ରା ସ୍ତ୍ରୀ; ଲଙ୍ଗୁଳୀ ସ୍ତ୍ରୀ — ୧. A wanton woman; a shameless and nude woman.
- ୨. ଗୌରୀ; ଅପ୍ରାପ୍ତରଜସ୍କା ସ୍ତ୍ରୀ —୨. A girl before she attains puberty; a girl who has not yet hed her first menses.
- ୩. ଶିଶୁ କନ୍ୟା —୩. An infant girl.
ସଂସ୍କୃତ - ବିଶେଷଣ -
[ସମ୍ପାଦନା]- ୧. ବିବସ୍ତ୍ରା; ଲଙ୍ଗୁଳୀ (ସ୍ତ୍ରୀ) — ୧. Nude or naked (female).
- ୨. କୁଚହୀନା ଯୁବତୀ —୨. Breastless; (a younglady) having no prominent breasts.