ନଗ୍ନୀକୃତ
(ନଗ୍ନୀକୃତା—ସ୍ତ୍ରୀ)
ବିବସ୍ତ୍ରୀକୃତ; ଯେଉଁ ବସ୍ତ୍ରପରିହିତ ବ୍ୟକ୍ତିକୁ ନଗ୍ନ କରା ଯାଇଅଛି —Made naked; stripped of one's clothes.