ସଂସ୍କୃତ - ବିଶେଷ୍ୟ - (ନଂ=ବନ୍ଧନକୁ+ଗମ୍ ଧାତୁ=ଗମନ କରିବା+ କର୍ତ୍ତୃ. ଅ)
[ସମ୍ପାଦନା]
ଉପପତି; ଜାର — A secret lover; paramour.
=== ଗ୍ରାମ୍ୟ - (ପଦ୍ୟ) ବିଶେଷ୍ୟ - (ସଂସ୍କୃତ - ଅନଙ୍ଗ)
ଅନଙ୍ଗ; କାମଦେବ — God Cupid.
ଭଲଟ ରମ୍ଭା କି ଜଘନ ଯୁଗ ନିତମ୍ୱ ତଟ ସିଂହାସନ ନଙ୍ଗ ପ୍ରାଚୀ. ରହସ୍ୟମଞରୀ