ନଙ୍ଗପଙ୍ଗ
ଦେଖଣା
ନଙ୍ଗପଙ୍ଗ
ଉଚ୍ଚାରଣ
[ସମ୍ପାଦନା]ନଙ୍ଗର ପଙ୍ଗର, ନୁଙ୍ଗୁର୍ପୁଙ୍ଗୁର୍,ନୁଙ୍ଗୁପୁଙ୍ଗୁ; ନୁଙ୍ଗୁରୁପୁଙ୍ଗୁରୁଅନ୍ୟରୂପ
ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ଅ
[ସମ୍ପାଦନା]- ୧. ଲଙ୍ଗପଙ୍ଗ; ଲୁଙ୍ଗୁପୁଙ୍ଗୁ; ବିନା କାର୍ଯ୍ୟରେ ଟହଲୁ ଥିବା; ଉଦ୍ଦେଶ୍ୟବିହୀନ ହୋଇ ଯିବା ଆସିବା କରୁଥିବା — ୧. Walking up and down aimlessly; loitering about.
- ୨. ପ୍ରଚ୍ଛନ୍ନ ଭାବରେ ବିଚରଣ କରିବା —୨. Walking up and down a place stealthily.