ନଙ୍ଗଲ ଜୁଡ଼ା
ଦେଖଣା
ନଙ୍ଗଲ ଜୁଡ଼ା
ଉଚ୍ଚାରଣ
[ସମ୍ପାଦନା]ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -
[ସମ୍ପାଦନା]ତାରାପୁଞ୍ଜବିଶେଷ; ଇଲ୍ୱଳା ନକ୍ଷତ୍ର (କାଳପୁରୁଷର କଟିବନ୍ଧନ) — The belt of Orion (a constellation).
[ଦ୍ରଷ୍ଟବ୍ୟ —ସମ୍ୱଲପୁରର ଖଡ଼ିଆମାନେ ଏ ନକ୍ଷତ୍ରର ଉଦୟ ନ ହେଲେ (ବୈଶାଖ ମାସ ନ ହେଲେ) ଲଙ୍ଗଳ ଯୋଚନ୍ତି ନାହିଁ ଅର୍ଥାତ୍ ଧାନବୁଣାବୁଣି କାମ କରନ୍ତି ନାହିଁ ଏଣୁ ଏ ନକ୍ଷତ୍ର ପୁଞ୍ଜକୁ 'ନଙ୍ଗଲଜୁଡ଼ା' ବୋଲାଯାଏ ]