Jump to content

ନଙ୍ଗଳା

ଉଇକିଅଭିଧାନ‌ରୁ

ନଙ୍ଗଳା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]
(ନଙ୍ଗୁଳୀ—ସ୍ତ୍ରୀ) 

(ନଂଗଳା—ଅନ୍ୟରୂପ)

ଦେଶଜ - ବିଶେଷଣ - ପୁଂ. (ସଂସ୍କୃତ - ନଗ୍ନ)

[ସମ୍ପାଦନା]
୧. ଲଙ୍ଗଳା; ବିବସ୍ତ୍ର; ଉଲଙ୍ଗ — ୧. Nacked; nude; bare.

ବସ୍ତ୍ର ଦେବା ଲୋକ ଯେ ବସ୍ତ୍ର ପିନ୍ଧି ଯାନ୍ତି ନ ଦେବାର ଲୋକେ ନଙ୍ଗଳା ହୋଇଥାନ୍ତି କୃଷ୍ଣସିଂହ. ମହାଭାରତ ବନ

୨. ଅଳଙ୍କାର ଶୂନ୍ୟ; ଆଭରଣ ହୀନ —୨. Having one's ornaments put off or removed.
୩. (ଲକ୍ଷଣାର୍ଥ) ସଂସାର ବନ୍ଧନ ଶୂନ୍ୟ; ଚାରିଦଉଡ଼ିକଟା — ୩. (figurative) Having no wordly ties.
୪. ନିର୍ଭୀକ —୪. Fearless.