Jump to content

ନଚକା

ଉଇକିଅଭିଧାନ‌ରୁ

ନଚକା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ନୃତ୍ୟ; କିମ୍ୱା ନଚନଚ ଧ୍ୱନ୍ୟନୁକରଣ)

[ସମ୍ପାଦନା]
୧. ଲହକା; ଲମ୍ୱ ଓ ଅତି ପାତଳ ଥିବାରୁ ଯାହା ବାରଂବାର କମ୍ପିତ ହୁଏ — ୧. Long and very thin.
୨. ବାରଂବାର କମ୍ପିତ — ୨. Vibrating repeatedly.
୩. ସହଜନମ୍ୟ —୩. Flexible.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ବାରଂବାର ଉପରକୁ ତଳକୁ ହଲାହଲି; ଧକ— ଚକ —୧. Jolting.
୨. ଲମ୍ୱ ଓ ଖୁବ୍ ପତଳା ବସ୍ତୁର ବାରଂବାର କମ୍ପନ — ୨. Repeated jerking of a long and thin things.