Jump to content

ନଚିକେତାଃ

ଉଇକିଅଭିଧାନ‌ରୁ

ନଚିକେତାଃ

ଉଚ୍ଚାରଣ

[ସମ୍ପାଦନା]

(ନଚିକେତା—ଦେଶଜ - ରୂପ)

ସଂସ୍କୃତ - ବିଶେଷ୍ୟ - (ନଚିକେତସ୍ ଶବ୍ଦ ୧ମା. ୧ବ)

[ସମ୍ପାଦନା]
୧. ଅଗ୍ନି — ୧. Fire.
୨. ବେଦୋକ୍ତ ଋଷିବିଶେଷ — ୨. Name of a sage.

[ଦ୍ରଷ୍ଟବ୍ୟ —ଏ ବାଜଶ୍ରବା ଋଷିଙ୍କ ପୁତ୍ର ଥିଲେ ବାଜଶ୍ରବା ଋଷି ଥରେ ଯଜ୍ଞର ଦକ୍ଷିଣାପାଇଁ ସର୍ବସ୍ୱ ଦାନ କଲେ ଏହି ସମୟରେ ନଚିକେତାଃ ପିତାଙ୍କୁ ଏକାଧିକ ଥର ପଚାରିଲେ ମୋତେ କାହାକୁ ଦାନ କଲ ? ପିତା ବିରକ୍ତ ହୋଇ କହିଲେ 'ତୋତେ ମୃତ୍ୟୁକୁ ଦାନ କଲି' ଏହା ଶୁଣି ନଚିକେତାଃ ମୃତ୍ୟୁଙ୍କଠାକୁ ଗଲେ ଓ ସେଠାରେ ୩ ଦିନ ନିରାହାର ରହି ମୃତ୍ୟୁଙ୍କଠାରୁ ବ୍ରହ୍ମଜ୍ଞାନ ପ୍ରାପ୍ତ ହେଲେ—ହିନ୍ଦୀ - ଶ. ]