Jump to content

ନଜଦିଗ୍

ଉଇକିଅଭିଧାନ‌ରୁ

ନଜଦିଗ୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଆରବୀ - ନଚ୍ଚ୍ଦିକ୍=ନିକଟ)

[ସମ୍ପାଦନା]

ସାମିପ୍ୟ; ନୈକଟ୍ୟ —Neearness; propinquity.

ବିଶେଷଣ -

[ସମ୍ପାଦନା]

ନିକଟବର୍ତ୍ତୀ; ନିକଟସ୍ଥ — Near; adjacent; proximate.

କ୍ରି. ବିଶେଷ୍ୟ -

[ସମ୍ପାଦନା]

ନିକଟରେ —Near; at hand.