ନଜରକୁ ଆଣିବା
ଦେଖଣା
ନଜରକୁ ଆଣିବା
ଉଚ୍ଚାରଣ
[ସମ୍ପାଦନା](ନଜରକୁ ନେବା—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଖାତିରି କରିବା — ୧. To care for.
ତାହାକୁ କି କଳାବତୀ ନଜରକୁ ଆଣେ ? ବିନ୍ଧା ହୋଇ ନାହିଁ ଥରେ ଯେ କୁସୁମବାଣେ କବିସୂର୍ଯ୍ୟ. ସଙ୍ଗୀତ
- ୨. ଗୁଣୀ ମଧ୍ୟରେ ଗଣନା କରିବା — ୨. To count as a good man.
- ୩. ଖିଆଲ କରିବା —୩. To take cognisance of; to take notice of.